March 12, 2026

ଉମରକୋଟ ବିଧାୟକଙ୍କ ମାନବିକତା

IMG-20231203-WA0024
Share

ଉମରକୋଟ ବିଧାୟକଙ୍କ ମାନବିକତାଉମରକୋଟ ବିଧାୟକଙ୍କ ମାନବିକତା

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ହସ୍ପିଟାଲ୍ କୁ ଆଣିଲେ
ଉମରକୋଟ – ଆଜି ଉମରକୋଟ ବିଧାୟକ ନିତ୍ଯ। ନନ୍ଦ ଗଣ୍ଡ ନିଜ ମାନବିକତା ର ପରିଚୟ ଦେଖ।ଇଛନ୍ତି। ଆଜି ଉମରକୋଟ ବିଧାୟକ ନିତ୍ୟ। ନନ୍ଦ ଗଣ୍ଡ
ଏକ ସରକାରୀ କାର୍ଯ୍ୟକ୍ରମ ସାରି ବୁର୍ଜ। ରୁ ଉମରକୋଟକୁ ଦିନ 1 ଟା ବେଳେ ଫେରୁ ଥିବା ବେଳେ ଦର୍ଗ।ଗୁଡ଼ା ଓ ଚିକଲ
ପଦର ଛକ ମଝିରେ ଏକ ବଲେରୋ ଭାରସାମ୍ୟ ହରାଇ ରାସ୍ତା କଡ ରେ ଓଲଟି ପଡିଥିବା ଦେଖି ଥିଲେ । ଏହା କୁ ଦେଖି ନିଜ ବଲେର ଟି କୁ ରଖି ଦେଖିଲେ ଗାଡ଼ି ଭିତରେ 2 ଜଣ ମହିଳା ଓ ଛୋଟ ଛୁଆ ସମେତ ଡ଼୍ରାଇଭର ଅଛନ୍ତି। ତେବେ ଡ୍ରାଇଭର ଙ୍କୁ ଗୋଡ ରେ ଆଘାତ ଲାଗିଥିବ। ବେଳେ ଅନ୍ୟ 3 ଜଣଙ୍କୁ କିଛି ଆଘାତ ଲାଗି ନ ଥିଲା। କାଳେ ଆମ୍ବୁଲାନ୍ସ ଡାକିଲେ ବିଳମ୍ବ ହେବ ବୋଲି ଜାଣି ନିଜ ଗାଡ଼ି ରେ ବସାଇ
ଉମରକୋଟ ହସ୍ପିଟାଲ୍ କୁ ଆଣିଥିଲେ। ଉମରକୋଟ ବିଧାୟକ ଙ୍କ ସହ ର।ଜ୍ୟ
ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ଯୁବ ନେତା ମିଲୁ ପଣ୍ଡା, ବାବୁ ଶର୍ମା, ପ୍ରଭାତ ନାୟକ ଓ ଦୁକାଲ ମେହେର ଉପସ୍ଥିତ ଥିଲେ। ବିଧାୟକ ଆହତ ଡ୍ରାଇଭର କୁ ନେଇ ହସ୍ପିଟାଲ୍ ରେ ପହଞ୍ଚିବା ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଡକ୍ଟର ସବ୍ୟସାଚି ଦାସ ଚିକିତ୍ସା ଆରମ୍ଭ କରି ଦେଇ ଥିଲେ।
ତେବେ ଡ୍ରାଇଭର ଜଣଙ୍କ ଅବସ୍ଥା ବିପଦ ମୁକ୍ତ ବୋଲି ଡକ୍ଟର ସବ୍ୟ ସାଚି ଦାସ ସୁଚନା ଦେଇଛନ୍ତି। ଆହତ ଡ୍ରାଇଭର ଙ୍କ ନା ହେଲା ଦୁର୍ଜନ କୁମାର ଲହର। ଘର ରାଇଘର ବ୍ଲକ୍ ଅନ୍ତର୍ଗତ ଟିମନ ପୂର ନିକଟସ୍ଥ ମେଟାପ।ର।
ଗ୍ରାମ ବୋଲି ଜଣ। ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆହତ ଡ୍ରାଇଭର ଜଣଙ୍କ ମହିଳା ଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ହସ୍ପିଟାଲ୍ କୁ ଆଣିଥିଲେ ।ତେବେ ଚିକିତ୍ସା ସାରି ନିଜ ଗ୍ରାମ କୁ ଫେରୁ ଥିବା ବେଳେ ବଲେର ଟି ଭାର ସାମ୍ୟ ହରଇ ପାଲଟି ଯାଇଥିବା ସୁଚନା ମିଳିଛି।