November 23, 2024
Share

 

୧-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନର ୩୦୦ ଫୁଟ୍ ଭିତରେ ନିଶା ବିକ୍ରି ନିଷେଧ, ପିଲାମାନେ ନେବେ ଶପଥ।

 

୨-ଭୁବନେଶ୍ୱର:ଖୁସି ପରିବର୍ତ୍ତେ ଦୁଃଖ ଆଣିଲା ଦୀପାବଳି; ବାୟୁର ଗୁଣାତ୍ମକ ସୂଚକାଙ୍କ ୨୩୩ରେ ପହଁଚିଲା।

 

୩-ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା,ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ।

 

୪-ସାଇବର ପୋଲିସକୁ ସଫଳତା, ଟ୍ବିନ ସିଟିରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଫେରିପାଇଲେ ୧ କୋଟିରୁ ଅଧିକ ଟଙ୍କା।

 

୫-ଆଜି ଆସିବ ବାତ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ,ବାତ୍ୟାରେ ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

 

୬-ବଲାଙ୍ଗୀର ଜିଲାରେ ୮୯୦ କୋଟି ଟଙ୍କା ବ୍ୟୟରେ ୮୩ଟି ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

 

୭-ସୁନ୍ଦରଗଡରେ ମର୍ମନ୍ତୁଦ ଦୁର୍ଘଟଣା: ସଙ୍କୀର୍ତ୍ତନ ସାରି ଫେରୁଥିବା ବେଳେ ଟ୍ରେଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ, ୬ ମୃତ, ୭ ଆହତ।

 

୮-ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ।ତୃତୀୟ ଥର ପାଇଁ ମାଆ ହେଲା ଧଳା ବାଘୁଣୀ ରୁପା।

 

୯-କନ୍ଧମାଳ:ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା।

 

୧୦-କଟକ:ବାଲିଯାତ୍ରାରେ ଗାଡି ପାର୍କିଂକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ,

ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ।

 

୧୧-କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ, ମା’ଙ୍କ ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।

 

୧୨-ଅଦିନିଆ ରଥଯାତ୍ରା ଇସ୍କନ ବନ୍ଦ କରିଛି: ଆଇନ ମନ୍ତ୍ରୀ।

 

୧୩-ବଡ଼ଚଣା ଥାନା ଅଧୀନ କଡେଇ ଛକ:ଜାତୀୟ ରାଜପଥ ୧୬ରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ୍, ବୋହିନେଲେ ଲୋକେ।

 

୧୪-କଟକ,ମେରିଆ ବଜାର:ବାଣଫୁଟାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାରଣାସ୍ତ୍ର ଆକ୍ରମଣରେ ଏକାଧିକ ଆହତ

 

୧୫-ପିସିସି ପାଇଁ କଂଗ୍ରେସରେ ଶକ୍ତି ପ୍ରଦର୍ଶନ; ମହମ୍ମଦ ମୋକିମଙ୍କ ପାଇଁ ଏକାଠି ହେଲେ ଦଳର ନେତା।

 

୧୬-ଋଣ ବୋଝରେ ଚାପି ହେଇଯାଉଛନ୍ତି ଭାରତୀୟ ଚାକିରିଆ: ଇଏମ୍ଆଇ ସୁଝିବାରେ ସରିଯାଉଛି ଜୀବନ,ଭାରତରେ ୮୭ ପ୍ରତିଶତ ଚାକିରି କରୁଥିବା ବ୍ୟକ୍ତି ଋଣ କରିଛନ୍ତିି।

 

୧୭-୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର ନିଷେଧାଦେଶ ଜାରି।

 

୧୮-ସକାଳୁ ସକାଳୁ ଭୂକମ୍ପରେ ଥରିଲା ରାଞ୍ଚୀ ଓ ଝାଡଖଣ୍ଡ ମାଟି, ଘରୁ ବାହାରି ଆସିଲେ ଲୋକେ।

 

୧୯-୨୫ରୁ ସଂସଦର ଶୀତ ଅଧିବେଶନ, ଡିସେମ୍ବର ୨୦ ଯାଏଁ ଚାଲିବ ଉଭୟ ଗୃହ।

 

୨୦-ନୂଆଦିଲ୍ଲୀର ଆଲିପୁର:କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୩୦ ଦମକଳ ଗାଡ଼ି ନିୟୋଜିତ।

 

୨୧-୨୬୩ ରନରେ ଅଟକିଲା ଟିମ୍‌ ଇଣ୍ଡିଆ, ପ୍ରଥମ ପାଳିରେ ୨୮ ରନରେ ଆଗୁଆ।

 

୨୨-କିଏ ଜିତିବ ଆମେରିକା ବାଜି । କମଲା ହାରିସ ଓ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର । କମଲାଙ୍କ ପାଇଁ କିନ୍ତୁ ଭାରତରେ ଚାଲିଛି ମିଠାବଣ୍ଟା।

 

*🙏 ସୁପ୍ରଭାତ 🙏*