July 1, 2024

ଗଞ୍ଜାମ ରେ ସାଇବର ଠକେଇ ସଚେତନତା ରାଲି

Share

ଗଞ୍ଜାମ ରେ ସାଇବର ଠକେଇ ସଚେତନତା ରାଲି
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ର ପାର୍ଦୁଭାବ ବଡିବାକୁ ଲାଗିଛି l ନଜର ରେ ରଖି
ଗଞ୍ଜାମ ଥାନା ଅଧିକାରୀ ଆଇ ଆଇ ସି ସସ୍ମିତା ପାତ୍ର ଙ୍କ ନେତୃତ୍ୱ ରେ ଗଞ୍ଜାମ ସହରରେ ଭାରତୀ ମିନି ଷ୍ଟାଡିଅମ, ଯଶୋଦା ମହିଳା ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ ଓ ବିଭିନ୍ନ ସ୍ଥାନରେ ସାଇବାର କ୍ରାଇମ କୁ ରେକିବା ପାଇଁ ପ୍ରଥପ୍ରାନ୍ତ ନାଟକ ସହ ଏଲ. ଇ. ଡି ଭିଡ଼ିଓ ମାଧ୍ୟମରେ ବହୁ ଜନସାଧାରଣ ଛାତ୍ର ଛାତ୍ରୀ, ଅବିଭାବକ,ବରିଷ୍ଠ ନାଗରିକ
ମାନଙ୍କୁ ସାଇବାର ଠକ ମାନେ କେମିତି ଜନସାଧାରଣ ଟଙ୍କା ର ପ୍ରଲୋଭନ ଦେଖାଇ ଠକୁଛନ୍ତି ସେମାନଙ୍କ ଠାରୁ କିପରି ଦୁରେଇ ରହିବା ସେଇ ବିଷୟରେ ବୁଝାଇଥିଲେ l ଛତ୍ରପୁର ଏସ ଡି ପି ଓ ଗୌର ହରି ସାହୁ,ଇଓ ଅଭିନାଶ ମିଶ୍ର,ଏସ ଆଇ କ୍ଷେତ୍ର ମୋହନ ସାହୁ, ଏ ଏସ ଆଇ ସୁପ୍ରଭା ସାହୁ, ଏ ଏସ ଆଇ ଜି. ଅନନ୍ତ ରାଓ ଜିଲ୍ଲା ପରିଷଦ ସାଭ୍ୟ ସନାତନ ବେହେରା, ଯୁବନେତା ସୁଧୀରପାଢୀ, ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାଶ,ଙ୍କ ସମେତ ଥାନାର ଗଞ୍ଜାମ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l