April 30, 2026

ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ସାମ୍ବାଦିକ ରବି ରଥଙ୍କ ଶୋକ

IMG-20230903-WA0002
Share

ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ସାମ୍ବାଦିକ ରବି ରଥଙ୍କ ଶୋକ

ବ୍ରହ୍ମପୁର : ବିଶିଷ୍ଟ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସଭାପତି, ନବୀନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଶୋକବର୍ାତ୍ତାରେ ଶ୍ରୀ ରଥ କହିଛନ୍ତି ଯେ ତାଙ୍କର ସମ୍ପର୍କ 1977 ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ସମୟରେ ତାଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଥିଲା ଉଭୟେ ଦଳରେ ଏକ ସାଙ୍ଗରେ କାମ କରୁଥିଲେ ସେ ଜିଲାର ସଭାପତି ଥିବା ବେଳେ ଯୁବ ଜନତା ସଭାପତି ଭାବେ ତାଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ସେ ଜଣେ ସାଧାରଣ ଜନତାଙ୍କ ସାହା ଭରଷା ଭାବେ କାର୍ଯ୍ୟ କରି ଆସୁଥିଲେ ସବୁ ରାଜନୈତିକ ଦଳର ଲୋକଙ୍କ ପାଖରେ ସେ ପ୍ରିୟପାତ୍ର ହୋଇଥିଲେ ତାଙ୍କ ବିୟୋଗରେ ଗଞ୍ଜାମ ଜିଲା ଜଣେ ବରିଷ୍ଠ ରାଜନେତା ହରାଇଲା ବୋଲି କହିଛନ୍ତି। ସେ ଜଣେ ମାତ୍ର ନେତା ଗଞ୍ଜାମ ଓ ଗଜପତିର ସମସ୍ତ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରହିଥିଲା ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

(ରବି ରଥ)
ବରିଷ୍ଠ ସାମ୍ବାଦିକ