ବିଜେପି ର ମିଶ୍ରଣପର୍ବ ..
ସୋରଡା ନିର୍ବାଚନ ମଣ୍ଡଳି ବେଲଗୁଣ୍ଠାବ୍ଲକ କ୍ଷତ୍ରିୟବରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆପଡା ଗ୍ରାମ ର ଡାଳଖାଇ ମନ୍ଦିରରେ ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଛି। ଏହିପର୍ବରେ ନୁଆଁପଡ଼ା ଗ୍ରାମର ବୁଥ୍ ସଭାପତି ଶ୍ରୀ ସୁକାନ୍ତ କୁମାର ନାୟକ ଙ୍କ ନେତୃତ୍ବରେ ନୁଆପଡ଼ା ଗ୍ରାମର ବହୁ ସଖ୍ୟକ ଯୁବକ ଏବଂ ଗ୍ରାମବାଶି ବିଜେଡି ଛାଡ଼ି ବିଜେପି ରେ ଯୋଗଦେଇଛନ୍ତି। ଯୋଗଦେଇଥିବା ଯୁବକଙ୍କ କହିବା ହେଲା l ସେମାନେ ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ନିଳମଣି ବିଶୋଇ କାର୍ଯ୍ୟ ସଇଳି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ନୁଆ ପଡ଼ା ଗ୍ରାମର କୁଷ୍ଣଚନ୍ଦ୍ର ନାୟକ ଏବଂ ଉପେନ୍ଦ୍ରନାଥ ନାୟକ ଉପସ୍ଥିତ ଥିଲେ । ବିଜେପି ରେ ଯୋଗ ଦେଇଥିବା ଯୁବକ ମାନେ ହେଲେ ଶ୍ରୀନିବାସ ନାୟକ,ମନୋଜ ନାୟକ ,ମନୋଜ ଗୌଡ,ଦେବାଶିଶ ମହାନ୍ତି, ବିଜୟ ବେହେରା,ଧୁବ ନାୟକ, ସନ୍ୟାସି ସାହୁ ,ସରୁପ ସାହୁ .ସୁଦର୍ଶନ ଗୌଡ।
ଭଞ୍ଜନଗରରୁ ସୁକାନ୍ତ କୁମାର ନାୟକଙ୍କ ରିପୋଟ୍ .”l
