March 10, 2026

ପାତାଳି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ

IMG-20230603-WA0016
Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିରହୋଇଛି। ସେହିକ୍ରମରେ ଆସନ୍ତା ୪ ତାରିଖ ସକାଳ ୫ଘଣ୍ଟା ରେ ମଙ୍ଗଳ ଆଳତୀ ୯ଘଣ୍ଟା ରୁ ଧାଡ଼ି ପହଣ୍ଡି ପୂର୍ବାହ୍ନ୧୧ଘଣ୍ଟାରୁ ଶ୍ରୀଜୀଉ ମାନଙ୍କ ମହାସ୍ନାନ ଅପରାହ୍ନ ୧ଘଣ୍ଟା ରୁ ଗଜାନନ ବେଶ ଅନୁଷ୍ଠିତ ହୋଇ ଅପରାହ୍ନ ୪ଘଣ୍ଟା ରେ ଅଣସର ବିଜେ ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l

 

“ଉପାନ୍ତ ଓଡିଶା” ନିୟୁଜ ଚେନାଲ ପରିବାର।