March 7, 2026

ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଉମରକୋଟ ଗସ୍ତ.…..

cardm
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ)ଚଳିତ ସାଧାରଣ ନିର୍ବାଚନ ମୁଖ୍ୟ ନିର୍ବାଚନ କମିଶନ ପକ୍ଷ ରୁ ଟିପି ସଲିମ କୁମାର ଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ଏକ୍ସପେଣ୍ଡିଚର ଅବଜରବର ଭାବେ ନିଯୁକ୍ତି କରାଯାଇଛି। ଆଜି ଟିପି ସଲିମ କୁମାର ବଡ ଭରଣ୍ଡୀ ହାଇସ୍କୁଲ ସ୍ଥିଥ ଭୋଟିଙ୍ଗ ବୂଥ ପୋଡ଼।ଗଡ଼ ବୁଥ୍ ସହ ସୀମାନ୍ତ ଦଣ୍ଡସାରା ଚେକ ପୋଷ୍ଟ ପରିଦର୍ଶନ କରିବା ସହ । ଫ୍ଲ।ଇଙ୍ଗ ସ୍କ୍ୱାର୍ଡ ଟିମ ର କାର୍ଯ ଉପରେ ତଦାରଖ କରି ଥିଲେ। ଏହି ପରିଦର୍ଶନ ସମୟ ରେ ଉମରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର,ବିଡ଼ିଓ ଉମରକୋଟ ପ୍ରୀତି ରଂଜନ ରଥ,ଉମରକୋଟ ଥାନା ଆଇଆଇସି ଡମ୍ବରୁଧର ପ୍ରଧାନ ଏବଂ ସମସ୍ତ ସେକ୍ସନ ଅଫିସର ମାନେ ଉପସ୍ଥିତ ଥିଲେ।