September 21, 2024

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କ କଂଗ୍ରେସ ରେ ଯୋଗଦାନ

Share

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କ କଂଗ୍ରେସ ରେ ଯୋଗଦାନ

 

କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ ଆଜି ପୂର୍ବାହ୍ନ ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପି ସି ସି ସଭାପତି ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ ଙ୍କ ସମେତ ସମସ୍ତ ପିସିସି ର ନେତୃବୃନ୍ଦ ଙ୍କ ଉପସ୍ଥିତିରେ ଯୋଗଦାନ ଦେଇଥିବାର ଜଣାଯାଇଛି ।ଖବର ପ୍ରସାର ହବା ପରେ ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ବାପୁନ ତ୍ରିପାଠୀ,ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି,ପିସିସି ସଭ୍ୟ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ପୌରାଧକ୍ଷ ଶଙ୍କର ରାଓ,ପ୍ରଫୁଲ୍ଲ ବିଶୋଇ. କୈଳାଶ ଜେନା ସନ୍ତୋଷ ମିଶ୍ର, କାଳୀ ହୋତା ,ରମାକାନ୍ତ ବିଶୋଇଙ୍କ ସମେତ କୋରାପୁଟ ଜ଼ିଲ୍ଲା ଓ ନବରଙ୍ଗପୁର ଜ଼ିଲ୍ଲା ସଭାପତି ଶୁଭେଚ୍ଛା ଜଣାଇ ଥିବାର ଜଣାଯାଇଛି ।
(କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )