September 2, 2026

ଦହିତା ଦୁର୍ଗାପୂଜା ପାଇଁ ମୁଖ୍ୟ ପୂଜକ ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ବରଣ ..

IMG-20260902-WA0044
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ମୁଖ୍ୟ ପୂଜକ ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ଦହିତା ପୂଜା କମିଟି ତରଫରୁ ବରଣ କରଯାଇଛି l ପୂଜା କମିଟି ର ଗୌନ୍ତିଆ ଗଜାନନ କମାତି,ସରୋଜ ପାଣିଗ୍ରାହୀ, ବାସୁଦେବ ପାଣିଗ୍ରାହୀ,ସନ୍ତୋଷ ରଣା, ପ୍ରଦୀପ ମେହେର, ସୁଦର୍ଶନ ମେହେର, କିଶୋର ଭୋଇ,ନୀତେଶ ବାଗ, ଶିଶୁପାଳ ହୋତା, ଖଗେଶ୍ୱର ମେହେର ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଗ୍ରାମ କୁ ଯାଇ ନିମନ୍ତ୍ରଣ ଓ ବରଣ କରିଥିଲେ l