September 21, 2024

ଅଗ୍ନିକାଣ୍ଡରେ ୨ ବଖରା ଘରପୋଡି 

Share

 

ବୁଗୁଡା : ତା ୦୨/୦୯/୨୪ : ବୁଗୁଡା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ହରିଜନ ସାହି ବାସିନ୍ଦା ଟୁଙ୍ଗୁରୁ ନାଇକଙ୍କ ଦୁଇ ବଖରା ଘର ପୋଡି ଯାଇଥିବାର ଜଣାଯାଇଛି । ପ୍ରକାଶ ଯେ, ଆଜି ଅପରାହ୍ନରେ ଘରେ କେହି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ବୁଗୁଡା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।