June 2, 2024

୫ ତାରିଖ ଦିନ ହାଟଡିହି ବ୍ଲକ ଘେରାଉ କରିବେ କଂଗ୍ରେସ କର୍ମୀ ।

Share

୫ ତାରିଖ ଦିନ ହାଟଡିହି ବ୍ଲକ ଘେରାଉ କରିବେ କଂଗ୍ରେସ କର୍ମୀ ।

ହାଟଡିହି ୨/୯: ହାଟଡିହି ଆସନ୍ତା ସେପମ୍ବର ମାସ ୫ତାରିଖ ଦିନ ହାଟଡିହି ବ୍ଲକ ଘେରିବେ କଂଗ୍ରେସ କର୍ମୀ । ଯାହାକି ଏଭଳୀ ଏକ ବିବରଣୀ ପ୍ରଦାନ କରିଛନ୍ତି ପୂର୍ବତନ ବିଧାୟକ ଜୟଦେବ ଜେନା। ସାମାଜିକ ଗଣ ମାଧ୍ୟମ ରେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସେପମ୍ବର ୪ ତାରିଖ ରେ ଆନନ୍ଦପୁର ମୁନିସ୍ ପାଲ ଟି ଓ ୫ ତାରିଖ ଦିନ ଅର୍ଥାତ୍ ଗୁରୁଦିବସ ରେ ବ୍ଲକ ରେ ଘେରାଉ କରି ବିଜୁ
ଜନତା ଦଳର ସରକାର ବିରୋଧ ରେ ଦୁର୍ନୀତି କୁ ପଦାକୁ ଆଣିବ ବୋଲି ଜୟଦେବ ଜେନା ମତ ପ୍ରକାଶ କରିଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)