July 8, 2024

କୋଟପାଡ଼ ବ୍ଲକରେ ବନ ମୋହଉତ୍ସବ ଅନୁଷ୍ଠିତ ..

Share


କୋଟପାଡ଼ ବ୍ଲକର ଛତିଶଗଡ଼ ସୀମାନ୍ତରେ ଥିବା ଚାନ୍ଦିଲି ବିଟ ହାଉସ ରେ ଆଜି ବନ ମହୋଛବ ପାଳିତ ହୋଇଯାଇଛି. ବିଭିନ୍ନ ପ୍ରକାର ଚାରା ଏହି ଅବସରରେ ରୋପଣ କରା ଯାଇଛି. ଫୋରେଷ୍ଟର ଶ୍ରୀ ଚୈତନ୍ୟ କୁମାର ତନ୍ତି ଏବଂ ଫାଣ୍ଡି ଅଧିକାରୀ ଶ୍ରୀ ନବୀନ କୁମାର ତୋପ ଙ୍କ ସମେତ ବନ ବିଭାଗ ଓ ପୋଲିସ ବିଭାଗର କର୍ମଚାରି ଏବଂ ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାର ଜଣା ଯାଇଛି. ସେହି ପରି ଘୁମର ପଞ୍ଚାୟତ କୁକୁଡି ପଦର ଜଙ୍ଗଲ ରେ ମଧ୍ୟ ଟାଉନ ଫୋରେଷ୍ଟର ଶ୍ରୀ ମିହିର କାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ବନ ମୋହ ଛବ ପାଳନ କରା ଯାଇଥିଲା ଅନ୍ୟ ମାନଙ୍କ ମଧ୍ୟ ରେ ରାଜେନ୍ଦ୍ର ପ୍ରସାଦ ମହାନ୍ତି. ଗଣେଶ ଚନ୍ଦ୍ର ପଣ୍ଡା. ରାଜ ମହାନ୍ତି. ଦିଲୀପ ଦାସ. ସୁନୀଲ ତ୍ରିପାଠୀ ଙ୍କ ସମେତ ପରା କର୍ମ ଚାରି ମାନେ ଉପସ୍ଥିତ ଥିଲେ
ରେଞ୍ଜର ବିଦ୍ୟୁତ ବିଶ୍ୱାସ. ତହସିଲଦାର କିର୍ତ୍ତୀ ଚନ୍ଦ୍ର ପ୍ରଧାନ.
ଏହି ଅବସରରେ ଏକ ସପ୍ତାହ ଧରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବନ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ କରା ଯାଇଥିବା ଜଣା ଯାଇଛି. (କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)