ଆଜିର ଖବର …
୧-ସମାଜର ଏକଜିଟପୋଲ୍: ଓଡ଼ିଶା ବିଧାନସଭାରେ ବିଜେଡି ଆଗରେ – ଲୋକସଭାରେ ବିଜେପି ଅଧିକ।
୨-ଏଗଜିଟ୍ ପୋଲ:୩୫୦ ପାର୍ NDA, ହ୍ୟାଟ୍ରିକ କରିବେ ମୋଦି, କେନ୍ଦ୍ରରେ NDA ସରକାର।
୩-ଭୁବନେଶ୍ୱର: ଜୁନ୍ ୭ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ମୋଟ୍ ୫.୨୫ ଲକ୍ଷ ସିଟ୍ ରେ ହେବ ନାମ ଲେଖା।
୪-କଟକ: ଜୁନ୍ ୨୨ରେ OJS ପ୍ରିଲିମିନାରୀ ପରୀକ୍ଷା, ଖୁବ୍ ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କେନ୍ଦ୍ର ତାଲିକା ।
୫-ଭୁବନେଶ୍ୱର: ଅଂଶୁଘାତର ଭୟଙ୍କର ରୁପ, ରାଜ୍ୟରେ ୯୬ ଜଣଙ୍କ ଅଂଶୁଘାତ ମୃତ୍ୟୁ ଅଭିଯୋଗ।୯ ମୃତ୍ୟୁକୁ ମାନିଲେ ସରକାର।
୬-ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ; ମତାଧିକାର ସାବ୍ୟସ୍ତକୁ ଭୁଲିଲେନି ଶତାୟୁ।
୭-ଭୋଟ ପାଇଁ କିଏ ହରେଇଲା ଶଂଖା ସିନ୍ଦୁର ତ କିଏ ହରାଇଲା ଗେହ୍ଲି ଝିଅକୁ, ଆଉ କିଏ ବାପକୁ ହରାଇ ଅନାଥ ।
୮-ଭୁବନେଶ୍ୱର:ଦିନ ୧୦ଟାରୁ ୩ଟା ଯାଏଁ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ କଲେ ମୁଖ୍ଯ ଶାସନ ସଚିବ।
୯-ଭୁବନେଶ୍ୱର:ଏଫଆଇଭିବି ଭଲିବଲ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ କିଟ୍ ଓ କିସର ନାଁ ଘୋଷଣା।
୧୦-ପାଟଣା: କେନ୍ଦୁଝର ଜିଲ୍ଲାର ଅନ୍ୟତମ ବରପୁତ୍ର ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ।
୧୧-ଭୁବନେଶ୍ୱର:ବ୍ଲକିଂ ଚେକିଂ ବେଳେ ପୋଲିସକୁ ଆକ୍ରମଣ, ୪ ଜଣଙ୍କୁ ଗିରଫ କଲା ପୋଲିସ।
୧୨-ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ- ଯୋଗାଯୋଗ:9861444036, 8984358186, https://mechanical.kiit.ac.in/iotr-bootcamp/
୧୩-ଭଦ୍ରକ: ପାରିବାରିକ କଳହ ପାଇଁ ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ।
୧୪-ରାୟଗଡା ବିଷମକଟକ:ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ । ଅଗ୍ନିକାଣ୍ଡ ସମୟରେ ବସରେ ନଥିଲେ ଯାତ୍ରୀ ।
୧୫-ରାଜ୍ୟରେ ପଡିଛି ଶେଷ ପର୍ଯ୍ୟାୟ ଭୋଟ୍:ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ।
୧୬-ପୁରୀ ବାଣ ବିସ୍ଫୋରଣ ଘଟଣା, ୫ ରେ ତଦନ୍ତ କରିବେ ସ୍ଵତନ୍ତ୍ର ରିଲିଫ କମିଶନର। ଆଖି ବୁଜିଲେ ଆଉ ୪।
୧୭-ନିଆଳି:ପ୍ରିଜାଇଡିଂ ଅଫିସର ନିଲମ୍ବିତ, ନିର୍ବାଚନ କାର୍ଯ୍ଯରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ।
୧୮-ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି।
୧୯-ମୌସୁମୀ ପ୍ରଭାବ – କେରଳରେ ହେଉଛି ପ୍ରବଳ ବର୍ଷା।
୨୦-ମୁକେଶ ଅମ୍ବାନୀ ନୁହେଁ ଏବେ ଗୌତମ ଆଦାନୀ ନମ୍ବର-୧ ଧନୀ; ୧୬ ମାସରେ ପୁଣି ଏସିଆ ରାଜା।
୨୧-ୟୁପିଆଇ କାରବାରରେ ରେକର୍ଡ, ମେ ମାସରେ ୨୦.୪୫ ଲକ୍ଷ କୋଟି ଟଙ୍କା ଛୁଇଁଲା UPIରେ କାରବାର।
୨୨-ଶେଷ ହେଲା ତପସ୍ୟା, ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ
୨୩-ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗଣନା।
*🙏ସୁପ୍ରଭାତ, ଗୁଡମର୍ଣିଂ 🙏*