September 21, 2024

ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ର ନୂଆ ଜିଲ୍ଲାପାଳ

Share

ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ର ନୂଆ ଜିଲ୍ଲାପାଳ l

ସୁବର୍ଣ୍ଣପୁର,ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ର ନୂଆ ଜିଲ୍ଲାପାଳ l ଆଜି ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ପ୍ରକାଶ ଥାଉ କି ଏଠାରେ ଜିଲ୍ଲାପାଳ ଥିବା ଆବୋଲି ସୁନୀଲ ନରୱାନେ ଝାରସୁଗୁଡା କୁ ବଦଳି ହେବା ପରେ ଏଠାକାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ l