March 7, 2026

ଅଦ୍ୟ ତା ୦୧.୧୨.୨୦୨୩ ରିଖ ଶୁକ୍ରବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚନ୍ଦ୍ରଗିରି

IMG-20231201-WA0023
Share

ଅଦ୍ୟ ତା ୦୧.୧୨.୨୦୨୩ ରିଖ ଶୁକ୍ରବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚନ୍ଦ୍ରଗିରି ଠାରେ ବିଦ୍ୟାଳୟ ସ୍ତରରେ ଆଖି ପରୀକ୍ଷା କରି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଡ଼ାକ୍ତରୀ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା ।ଏହି ଶିବିରକୁ ଚନ୍ଦ୍ରଗିରି, ଲବାରସିଂ ,ବାଘମାରି ୩ ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ । ତତ୍ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦୁଃଖୀ ପାଇକବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀବିନତି ନାୟକ, CRCC ଚନ୍ଦ୍ରଗିରି ଶ୍ରୀ ଶାନ୍ତୁନୁ ମହାପାତ୍ର ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ ବ୍ରହ୍ମପୁରରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଇତିରଞ୍ଜନ ମହାପାତ୍ର ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୬୨ ଜଣ ଛାତ୍ରଛାତ୍ରୀ ଓ ୨୨ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତେ ୪୭ଜଣ referral ୩ଜଣ ଚିହ୍ନଟ କରା ଯାଇଛି।