ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ସମାଜ ସେବୀ ତରୁଣ କୁମାର ଦେ
ମୋରାଡା –(ବିଭୁତି ରାଉତ)
ମୋରଡ଼ା ସବୁଠି ଚାଲିଛି ମା’ଙ୍କ ଅବାହିନି। ଆଦି ପୂଜା ମଣ୍ଡପ ରେ ମହାଷ୍ଟମୀ ପାଳିତ ହୋଇ ଅଛି। ସମସ୍ତ ପୂଜା ମଣ୍ଡପ ରେ ଚଳଚଞ୍ଚଳ ମା’ଙ୍କ ବେଶ ଦେଖିବା ପାଇଁ ଭକ୍ତଙ୍କର ମନ ରେ ଉତ୍ସାହ ମୁଖର। ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ଭକ୍ତ ମାନଙ୍କୁ ସୁଯୋଗ ମିଳିଥିବାରୁ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଅଛି। ଏହି ପତିପକ୍ଷେ ମୋରଡ଼ା ର ସମାଜ ସେବୀ ତରୁଣ କୁମାର ଦେ ଆଜକୁ ୭ ବର୍ଷ ହେଲା ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ମା’ଙ୍କ ଆଶିଷ ଲାଭ କରିଥିଲେ। ଏବଂ ମୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ପୂଜା କମିଟି କୁ ଆର୍ଥିକ ସହ।ର୍ଯ୍ୟ କରିଥିଲେ। ସମସ୍ତ କମିଟି କର୍ମକର୍ତ୍ତାଙ୍କର ସହ ମିଶି ପୂଜା ବିଧି କରିବା ପାଇଁ ପରାମର୍ଶ ଦେଇଥିଲେ ତରୁଣ କୁମାର ଦେ ଙ୍କୁ ପାଇ ବିଭିନ୍ନ ପୂଜା କମିଟି ଉତ୍ସବମୁଖ ପାଲଟି ଥିଲା। ଶେଷ ରେ ସମସ୍ତ ପୂଜା କମିଟି କୁ ଧନ୍ୟବାଦ ଅର୍ପଣ କରିଥିଲେ।
