March 12, 2026

ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବ୍ଲକ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ କାର୍ଯ୍ୟକ୍ରମର ଉଦ୍ଘାଟନ..

IMG-20251001-WA0114
Share

           ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବ୍ଲକ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ | ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ସଶକ୍ତିକରଣ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଆମର ସମାଜକୁ ସୁସ୍ଥ ଓ ସମୃଦ୍ଧ କରିବ।

 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବିକଶିତ ଓଡ଼ିଶା ଗଠନର ପ୍ରୟାସ ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ ହୋଇ ପାରିଛି। ଆସନ୍ତୁ,ଆମେ ସମସ୍ତେ ମିଳିମିଶି ସୁସ୍ଥ ନାରୀ,ସଶକ୍ତ ପରିବାର ଓ ସମୃଦ୍ଧ ସମାଜ ଗଠନ କରିବା।ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ