March 12, 2026

ଜମଲା ଡିଗ୍ରୀ କଲେଜରେ ଜାତୀୟ କ୍ରୀଡା ଦିବସ

IMG-20240901-WA0037
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଜମଲାରେ ଜାତୀୟ କ୍ରୀଡା ଦିବସ ଅଧ୍ୟଷ ଡକ୍ଟର ସ୍ବାଧୀନ ଚନ୍ଦ୍ର ପଧାନଙ୍କ ସଭାପତିତ୍ବରେ ପାଳିତ ହେlଇଯାଇଛି lଏହି ଅବସରରେ ପରିଚାଳନା ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ସଦାନନ୍ଦ ସେଠ୍ ମନୁଷ୍ୟ ଜୀବନରେ କ୍ରୀଡାର ଭୂମିକା ଓ ତାର ସୁଗୁଣାବଳୀ ସଂପର୍କରେ ଆଲେlକପାତ କରିଥିଲେ lଏହି କାର୍ଯ୍ୟକ୍ରମରେ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଓ କ୍ରୀଡା ପ୍ରତି ରହିଥିବା ତାଙ୍କର ଆନ୍ତରିକତାକୁ ଅଧ୍ୟାପକମାନେ ମତବ୍ୟକ୍ତ କରିଥିଲେ l