March 10, 2026

କଳାପାଣି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳାପାଣିରେ ସମ୍ବଲପୁରୀ ଦିନ 

IMG-20250801-WA0021
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳାପାଣି ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରିଥଲେ। ସମଲେଶ୍ଵରୀ ‌ବନ୍ଦନା ସହ ଆରମ୍ଭ ହୋଇ,ଦିବସ ପାଳନର ତାତ୍ପର୍ଯ୍ୟ ସମ୍ଫକରୈ ବିନୟ ଭାଇ, ପ୍ରମୋଦ ଭାଇ ଉଦ୍ଵୋଧନଦେଇଥିଲେ।

ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ବଲପୁରୀ ବେଶ ପୋଷାକ ରେ ଆସିଥିଲେ। ଏହି ଅବସରରେ ପାରମ୍ପାରିକ ଖାଦ୍ୟ ପେୟ ର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇପାରିଥିଲା।କଳାପରରିଷଦ ଦାୟିତ୍ୱ ରେ ଥିବା ପ୍ରମୋଦ ଦାସ, ସଞ୍ଜୁ ଅପା, ସୁମନ୍ତ ଭାଇ ଓ ଅନ୍ୟ ସମସ୍ତ ଶିକ୍ଷକ ଭାଇ ଅପା ସହଯୋଗ କରିଥିଲେ।