ଆଏଜ୍ ହେଉଛେ ସମ୍ବଲପୁରୀ ଦିନ।ଗୁରୁଶ୍ରୀ ସତ୍ୟନାରାୟଣ…
ଆଏଜ୍ ହେଉଛେ ସମ୍ବଲପୁରୀ ଦିନ।ଗୁରୁଶ୍ରୀ ସତ୍ୟନାରାୟ ବହିଦାରଙ୍କ ଜନମ ଦିନେ ପଶ୍ଚିମ୍ ଓଡିଶାର ଭିନ୍ ଭିନ୍ ଯାଗାଥି ଧୁମ୍ ଧାମ୍ ରେ ପାଲନ ହେସି ସମ୍ବଲପୁରୀ ଦିନ।ସମ୍ବଲପୁରୀ ଭାଷା,ସଂସ୍କୃତିକେ ନେଇକରି ପଢଁନା-ଲିଖନା,ଗାନା- ବାଜନା, ଖାନା-ପିନା, ପିନ୍ଦନା-ଉଢ଼ଲାନା, ଚାଲି-ଚଲନ୍ ଆଉର୍ କହେନା-ଶୁନନା କେ ନେଇକରି ବଡା ଯାଗ ଜମକ୍ ନେ ପାଳନ ହେସି ସମ୍ବଲପୁର ଦିନ୍। ସମ୍ବଲପୁରୀ ଭାଷାକେ ନେଇକରି ଉକିଁଆ ଦେଖାଇଥିବା ଗୁରୁଶ୍ରୀ ସତ୍ୟନାରାୟଣ ଆଜ୍ଞାଙ୍କ ଇ ଅସ୍ମିତାକେ ନେଇକରି ଆଏଜ୍ ସାରା ପଶ୍ଚିମ ଓଡିଶାର କୁନେ ଅନୁକୁନେ ଚମକୁଛେ ସମ୍ବଲପୁରୀ ମହକ। ଯେନତା ମହାନଦୀର ପାନି ଆଉର ହୀରାଖଣ୍ଡ୍ ଲେଖେ ଝଲସୁଛେ ସମ୍ବଲପୁରୀ ।ଆଉ ଇ ସମ୍ବଲପୁରୀ ଦିନକେ ନେଇ କରି ସମ୍ବଲପୁର ଏମପି ଯିଏକି କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ କେବିନେଟ୍ ମନ୍ତ୍ରୀ ଅଛନ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଦେଇକରି କାଣା କହିଛନ୍ ଶୁନୁନ୍
ସମ୍ବଲପୁର ନୁ ଆମର ପ୍ରତିନିଧି ରାଜାରାମ ଷଡଙ୍ଗୀ ଙ୍କର ରିପୋର୍ଟ