April 15, 2025

ଆଏଜ୍ ହେଉଛେ ସମ୍ବଲପୁରୀ ଦିନ।ଗୁରୁଶ୍ରୀ ସତ୍ୟନାରାୟଣ…

Share

ଆଏଜ୍ ହେଉଛେ ସମ୍ବଲପୁରୀ ଦିନ।ଗୁରୁଶ୍ରୀ ସତ୍ୟନାରାୟ ବହିଦାରଙ୍କ ଜନମ ଦିନେ ପଶ୍ଚିମ୍ ଓଡିଶାର ଭିନ୍ ଭିନ୍ ଯାଗାଥି ଧୁମ୍ ଧାମ୍ ରେ ପାଲନ ହେସି ସମ୍ବଲପୁରୀ ଦିନ।ସମ୍ବଲପୁରୀ ଭାଷା,ସଂସ୍କୃତିକେ ନେଇକରି ପଢଁନା-ଲିଖନା,ଗାନା- ବାଜନା, ଖାନା-ପିନା, ପିନ୍ଦନା-ଉଢ଼ଲାନା, ଚାଲି-ଚଲନ୍ ଆଉର୍ କହେନା-ଶୁନନା କେ ନେଇକରି ବଡା ଯାଗ ଜମକ୍ ନେ ପାଳନ ହେସି ସମ୍ବଲପୁର ଦିନ୍। ସମ୍ବଲପୁରୀ ଭାଷାକେ ନେଇକରି ଉକିଁଆ ଦେଖାଇଥିବା ଗୁରୁଶ୍ରୀ ସତ୍ୟନାରାୟଣ ଆଜ୍ଞାଙ୍କ ଇ ଅସ୍ମିତାକେ ନେଇକରି ଆଏଜ୍ ସାରା ପଶ୍ଚିମ ଓଡିଶାର କୁନେ ଅନୁକୁନେ ଚମକୁଛେ ସମ୍ବଲପୁରୀ ମହକ। ଯେନତା ମହାନଦୀର ପାନି ଆଉର ହୀରାଖଣ୍ଡ୍ ଲେଖେ ଝଲସୁଛେ ସମ୍ବଲପୁରୀ ।ଆଉ ଇ ସମ୍ବଲପୁରୀ ଦିନକେ ନେଇ କରି ସମ୍ବଲପୁର ଏମପି ଯିଏକି କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ କେବିନେଟ୍ ମନ୍ତ୍ରୀ ଅଛନ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଦେଇକରି କାଣା କହିଛନ୍ ଶୁନୁନ୍

 

 

ସମ୍ବଲପୁର ନୁ ଆମର ପ୍ରତିନିଧି ରାଜାରାମ ଷଡଙ୍ଗୀ ଙ୍କର ରିପୋର୍ଟ