ଫୁଲୁଛି ସୁବର୍ଣରେଖା,ବଢୁଛି ଜଳକା ଓ ଜମ୍ଭିରା ପ୍ରଶାସନ ଆଲର୍ଟ—-
ରାସଗୋବିନ୍ଦପୁର(ବିଭୂତି ରାଉତ)ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ର ଗଢିଘାଟି ପଚାୟତ ର ଟିକାୟତପୁର ଗ୍ରାମର ଗ୍ରାମବାସୀ ଭୟଭିତ ଅବସ୍ଥାରେ.ଅଛନ୍ତି ଅପର ପକ୍ଷରେ ଜଳେଶ୍ୱର ବ୍ଲକ ର ଅନେକ ଗ୍ରାମ ରେ ବନ୍ୟା ଜଳ ପ୍ରବେଶ କରିଛି, ବୋର୍ଡର ଅଞ୍ଚଳ ଟିକାୟତ ପୁର ଗ୍ରାମରେ ଜିଲ୍ଲାପାଳ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ବନ୍ୟା ସ୍ଥଳ ର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ବିଡ଼ିଓ ଅନନ୍ତହ ହାଁସଦା ଙ୍କ ସହିତ ବିଭାଗୀୟ ଆଧିକାରୀ ସହିତ ଦୁଇଟି ଓଡ୍ରାପଟ୍ ଟିମ ସହିତ ଆଗ୍ନିଶମ ବିଭାଗ ବନ୍ୟା ସ୍ଥଳ ରେ ଆଲର୍ଟ ରହି ବନ୍ୟା ର ପରିସ୍ଥିତି ଉପରେ ନଜର ରଖିଛନ୍ତି।
