May 14, 2026

ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଅତିଶୀଘ୍ର

IMG-20240701-WA0012
Share

 

ଆଜି କାଶୀନଗର ଗସ୍ତରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ସୁବ୍ରତ ଭଞ୍ଜ ଓ ତାଙ୍କ ଟିମ ଏବଂ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚନା ମଙ୍ଗରାଜ କାଶୀନଗର ଆସି ବିଜୁ ଖେଳ ଭବନ ନିକଟରେ ଉତ୍କଳ ନିର୍ମାତା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆଗରୁ ନିରୁପଣ ହୋଇଥିବା ସ୍ଥଳରେ ନିର୍ମାଣ ନିମନ୍ତେ ବିଭାଗୀୟ କାରିଗର ମାନେ ଆସି ଅନୁଧ୍ୟାନ କରି ଯାଇଥିବା ସୂଚନା ହସ୍ତଗତ ହୋଇଛି. ସୂଚନା ଯୋଗ୍ୟ ଯେ, ଉକ୍ତ ପ୍ରତିମୂର୍ତ୍ତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଙ୍କ କର କମଳରେ ଉଦ୍ଘାଟନ ହେବାପାଇଁ ଉଦ୍ୟକତା ସମାଜସେବୀ ହୃଷିକେଶ ଗୌଡ଼ ସୂଚନା ଦେଇଛନ୍ତି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed