July 3, 2024
Share

 

୧-ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି।

୨-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୩-କେନ୍ଦୁଝରଗଡ଼଼:ଧରଣୀଧର ବିଶ୍ୱବିଦ୍ୟାଳୟରୁ ୨୪ ଅତିଥି ଅଧ୍ୟାପକ ଛଟେଇ।

୪-ଅନୁଗୁଳ, ଟିକରପଡା:କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

୫-କେନ୍ଦୁଝରଗଡ଼଼,MSP ସ୍ପଞ୍ଜ ଲୁହା କାରଖାନା:ଶ୍ରମିକ ଓ କର୍ମଚାରୀ ଛଟେଇ ପ୍ରତିବାଦରେ ଶ୍ରମିକଙ୍କ ଧାରଣା, ୭ ଦିନ ମହଲତ ଲୋଡିଲେ କର୍ତ୍ତୃପକ୍ଷ।

୬-ମୋହନା ବ୍ଲକ୍ ଶିକ୍ଷାଧୀକାରୀଙ୍କ ଅଜବ ନୋଟିସ, ହେଲମେଟ୍ ନ ପିନ୍ଧିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଟିବ ଦରମା।

୭-ଚଢ଼ା ଦରରେ ଖୁଚୁରା ବିକ୍ରି କଲେ ବ୍ୟବସାୟୀମାନେ ବନ୍ଧା ହେବେ: ମନ୍ତ୍ରୀ

୮-ଖୁବ୍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ହେଲା ଆଲୋଚନା।

୯-ଭୁବନେଶ୍ୱର:PM ଜନମନ ଅଧିନରେ ୨୯ ରାସ୍ତା ନିର୍ମାଣକୁ ମିଳିଲା ମଞ୍ଜୁରି।

୧୦-ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ପଞ୍ଜିକରଣ।

୧୧-ଭୁବନେଶ୍ୱର: ଆଜିଠୁ ବିଶ୍ବ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ସର୍ଭିସେସ୍ ରେ ନାମଲେଖା ଆରମ୍ଭ।

୧୨-ବଦଳିବ ଲକ୍ଷ୍ମୀ ବସ୍ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’।

୧୩-ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ସଚିବ ପଦବୀ।

୧୪-ନୂଆପଡା:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର, ମେଡିକାଲରେ ଭର୍ତ୍ତି।

୧୫-ବ୍ରହ୍ମପୁର: ଡକାୟତି ଯୋଜନା ଫେଲ୍, ପୋଲିସ କବଜାରେ ୪ ଲୁଟେରା।

୧୬-ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରମାରେ ପହଞ୍ଚାଇବାକୁ ପ୍ରସ୍ତୁତି, ମେଗା ରକେଟ୍‌ ପ୍ରସ୍ତୁତ କରୁଛି ISRO।

୧୭-ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ।

୧୮-ଲଦ୍ଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ: ନଦୀ ଅତିକ୍ରମ ବେଳେ ବଢ଼ିଲା ଜଳସ୍ତର, ୫ ଜଣ ଯବାନ ସହିଦ୍‌।

୧୯-ବାରବାଡୋସ୍:ଦ୍ରାବିଡ଼ଙ୍କୁ ଓ୍ୱାର୍ଲ୍ଡ କପ୍‌ ଫେରଓ୍ୱେଲ, ବିରାଟ-ବୁମରା-ହାର୍ଦ୍ଦିକ ଜିତାଇ ଦେଲେ T20 ବିଶ୍ୱକପ୍।

୨୦-ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି।

୨୧-ଦିଲ୍ଲୀ ସ୍ଥିତି ବେହାଲ: ଦିନକରେ ଢାଳିଦେଲା ୪ ମାସର ବର୍ଷା।