June 3, 2025

ବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ବେପାରୀ। ପାଡୁୱା ପୋଲିସ ଗଞ୍ଜେଇ ଭରି ଥିବା ଅଟୋରିକ୍ସା କୁ ଅଟକାଇ ଥିଲା କିନ୍ତୁ ଅଟୋରିକ୍ସା ନ ରହି ଦୃତ ଗତିରେ

Share

କୋରାପୁଟ ୦୧/୦୬/୨୫ ( ଗୁପ୍ତେଶ୍ୱର ରଥ) ବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ବେପାରୀ। ପାଡୁୱା ପୋଲିସ ଗଞ୍ଜେଇ ଭରି ଥିବା ଅଟୋରିକ୍ସା କୁ ଅଟକାଇ ଥିଲା କିନ୍ତୁ ଅଟୋରିକ୍ସା ନ ରହି ଦୃତ ଗତିରେ ଯାଇ ପୋଲିସ ଫାଟକ ଭାଙ୍ଗି ସେଠାରୁ ପଳେଇ ଯିବାରୁ ପୋଲିସ୍ ଅଟୋରୀକ୍ସା ପଛରେ ଗୋଡାଇଥିଲ । ଅଟୋରିକ୍ସା ଟି ଜଙ୍ଗଲ ଆଡ଼କୁ ଚାଲିଯାଇ ଅଟକିଥିଲା। ହଟାତ ଅଟୋ ଚାଳକ ବନ୍ଧୁକ ବାହାର କରି ପୋଲିସ୍ କୁ ଚକମା ଦେଇ ସେଠାରୁ ଖସି ପଳେଇବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲେ। ଗଞ୍ଜେଇ ମାଫିଆ ଓ ପୋଲିସ ମଧ୍ୟରେ ବହୁ ସମୟ ଧରି ସଂଘର୍ଷ ପାରେ ଗଞ୍ଜେଇ ମାଫିଆ ଙ୍କୁ କାବୁ କରି ସେମାନଙ୍କ ଠାରୁ ଗୋଞ୍ଜାଇ ବସ୍ତା ସହ ବିଦେଶୀ ବନ୍ଧୁକ ଜବତ କରିଥିଲା।

You may have missed