IPS ସ୍ତରରେ ବଡ଼ ଧରଣର ଅଦଳବଦଳ…

*-ଏସ୍.ଏମ୍. ନରୱାଣେ ହେଲେ OHRCର ସ୍ବତନ୍ତ୍ର ଡିଜି*
*-ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର*
*-ଅବକାରୀ କମିଶନର ଥିଲେ ନରସିଂହ ଭୋଳ*
*-ଜୟନାରାୟଣ ପଙ୍କଜ ହେଲେ IGP ଇଣ୍ଟେଲିଜେନ୍ସ*
*-ଦୀପକ କୁମାର ହେଲେ IGP ଅପରେସନ*
*-ସାର୍ଥକ ଷଡ଼ଙ୍ଗୀଙ୍କୁ CID-CBର ଆଇଜିପି ଭାବେ ବଦଳି*
*-ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି*
*-ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ DIG ଦାୟିତ୍ବ*
*-ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ DIG ହେଲେ ଅଖିଳେଶ୍ବର ସିଂ*
*-ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି*