କାଳ କାଳ କୁ ଦୁନିଆଁ ରେ ଶ୍ରେଷ୍ଠ ବ୍ୟକ୍ତି ନିର୍ମାଣ କରିବାରେ ଗୁରୁତୁଲ୍ୟ ଶିକ୍ଷକ ର ବିଶେଷ ଅବଦାନ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ :ସୁରେଶ ପୂଜାରୀ, ରାଜ୍ୟ ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ର ଜମି ପଟ୍ଟା ଦେବାକୁ ରାଜ୍ୟସରକାର ସଂକଳ୍ପବଦ୍ଧ, ଏଥିସହ ବୁର୍ଲା ସରକାରୀ ହାଇସ୍କୁଲ ର ଜମିର ମଧ୍ୟ ପଟ୍ଟା ଦିଆଯିବ...