ପ୍ରଥମ ସ୍ତ୍ରୀ ଜୀବିତ ଥାଇ ସରକାରୀ ଚାକିରିରୁ ଅବସର ନେଇଥିବା ସ୍ବାମୀ ଦ୍ୱିତୀୟ ବିବାହ କରି ତାଙ୍କର ସମସ୍ତ ବକେୟା ଟଙ୍କା ହଡ଼ପ ଉଦ୍ୟମକୁ ପ୍ରଥମ ସ୍ତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ
ପାରଳାଖେମୁଣ୍ଡି:୨୯/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ମଣ୍ଡଳ ଅଧୀନରେ କାର୍ଯ୍ୟରତ ପୂର୍ବତନ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଧନ ପ୍ରଥମ ସ୍ତ୍ରୀ ଜୀବିତ...