ବୋରିଗୁମ୍ମା ପୁଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପାଞ୍ଚଟି ବାଇକକୁ ଉଦ୍ଧାର କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି
୦୪/୦୩/୨୦୨୬ (ଗୁପ୍ତେଶ୍ୱର ରଥ କୋରାପୁଟ) ବୋରିଗୁମ୍ମା ପୁଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପାଞ୍ଚଟି ବାଇକକୁ ଉଦ୍ଧାର କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା...
