upanta odisha
ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ କରିବେ
ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ କରିବେ ପାରଳାଖେମୁଣ୍ଡି:୧୯/୫...
କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ର ସାରାଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ୧୨ ମେଣ୍ଢା ଙ୍କ ମୃତ୍ୟୁ ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତଖାଣ୍ଡବାପଞ୍ଚାୟତର ସାରା ଗ୍ରାମରେ ଗତ କାଲି ଗୁରୁବାର ସନ୍ଧ୍ୟା ବେଳେ କାଳ ବୈଶାଖୀ ପ୍ରଭାବ ରେ ବଜ୍ରପାତ ହୋଇ ୧୨ ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି lମିଳିଥିବା ସୁଚନା ମୁତାବକ କାଶୀନଗର ବ୍ଲକ ଖଣ୍ଡାବା ପଂଚାୟତ ର ନୂଆ ସାରା ଗ୍ରାମ ରେ ସନ୍ଧ୍ୟାରେ ମେଣ୍ଢା ଗୁଡିକ ଚରୁଥିବା ବେଳେ ହଠାତବଜ୍ରପାତହୋଇଥିଲା ବଜ୍ରପାତ ରେ ଘଟଣା ସ୍ଥଳରେ ବଡ଼ି ସନ୍ତୋଷଙ୍କ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି ଖବରପାଇ ନାଏବ ସରପଞ୍ଚ ରକମ ସତୀଶ ପହଂଚି ଘଟଣା ର ସବିଶେଷ ତଥ୍ୟ ପଚାରି ବୁଝିଥିଲେ ଏବଂପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବଡି ସନ୍ତୋଷ କୁ ସାହାଯ୍ୟ କରିବା ନିବେଦନ କରିଛନ୍ତି କାଶୀନଗର ସହରରେ ମଧ୍ୟ କାଳ ବୈଶାଖୀ ର ତାଣ୍ଡଵରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ରାସ୍ତା ସଫା କରିଥିଲେ l
କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ର ସାରାଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ୧୨ ମେଣ୍ଢା ଙ୍କ ମୃତ୍ୟୁ ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତଖାଣ୍ଡବାପଞ୍ଚାୟତର ସାରା ଗ୍ରାମରେ ଗତ...
ଚାଳ ଘର ପୋଡ଼ି ଭଷ୍ମିଭୂତ
ଚାଳ ଘର ପୋଡ଼ି ଭଷ୍ମିଭୂତ l କୋରାପୁଟ ଜିଲା କୁନ୍ଦୁରା ବ୍ଲକ ତା 19 /5. କୁନ୍ଦୁରା ବ୍ଲକ ସ୍ଥିତ କୁନ୍ଦୁରା ପଞ୍ଚାୟତ ର ବାଘଗୁଡ଼ା ଗାଁ...
ଓଡିଶାର ଘରେ ଘରେ ସାବିତ୍ରୀ ବ୍ରତ
ଓଡିଶାର ଘରେ ଘରେ ସାବିତ୍ରୀ ବ୍ରତ । ଆଜି 19.5.2023 ରିଖ ଶୁକ୍ରବାର । ଦିନ ଓଡ଼ିଶ। ତଥା ସାରା ଭାରତବର୍ଷରେ ସାବିତ୍ରୀ ବ୍ରତକୁ ପାଳନ କରାଯାଏ।ମହିଳାମାନେ...
ସାବିତ୍ରୀ ଆଗରୁ ସତ୍ୟବାନ ଙ୍କ ଜୀବନ ଗଲା
ସାବିତ୍ରୀ ଆଗରୁ ସତ୍ୟବାନ ଙ୍କ ଜୀବନ ଗଲା -------------------------------------- ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ହାଟ ନିକଟରେ ଥିବା ଗୁଡ଼ି...
ପ୍ରତୀଚି ପ୍ରୀୟଦର୍ଶିନି ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଟପ୍ପର
ପ୍ରତୀଚି ପ୍ରୀୟଦର୍ଶିନି ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଟପ୍ପର ଉଲୁଣ୍ଡା - କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ଛାତ୍ରୀ କିପରି ଟପ୍ପର ହୋଇ...
ଖବର ଆଜିର
ତାରିଖ ୧୯/୦୫/୨୦୨୩ ଶୁକ୍ରବାର । IPL 2023 : ବିରାଟ ଓ ଫାପ୍ ଡୁପ୍ଲେସିସ୍ଙ୍କ କମାଲ, ହାଇଦ୍ରାବାଦକୁ ୫ ୱିକେଟ୍ରେ ହରାଇଲା ବାଙ୍ଗାଲୋର । ଚଳିତ ବର୍ଷର...
କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା
କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ...
