October 3, 2026
ajiro khabar
Share

 

 

୧-ଅକ୍ଟୋବର ୨୬ ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା, ଆସନ୍ତା ୬ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ।

 

୨-ରାଜ୍ୟ ପିଏସୟୁର ହେବ ପୁନଃ ବର୍ଗୀକରଣ, ତିନି ବର୍ଷର ପ୍ରଦର୍ଶନ ରିପୋର୍ଟ ମାଗିଲା ବିଭାଗ।

 

୩-ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପାଗ ଶୁଖିଲା ରହିବ, ବଢିପାରେ ଦିନର ତାପମାତ୍ରା।

 

୪-SIR ପ୍ରସଙ୍ଗ:ବାଦ୍ ଭୋଟରଙ୍କ ଘରେ BLO, କାଗଜ ପତ୍ର ସାନି ଯାଞ୍ଚ କରିବେ।

 

୫-ଜନସମ୍ପର୍କ ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ।

 

୬-ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ୱିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର।

 

୭-ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲା, ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ।

 

୮-ଭୁବନେଶ୍ୱରରୁ ବ୍ୟାଙ୍କକ ପାଇଁ ଆରମ୍ଭ ହେବ ବିମାନ ସେବା,ସପ୍ତାହକୁ ଦୁଇଥର ଚାଲିବ।

 

୯-ସୁବର୍ଣ୍ଣପୁର,ମାଙ୍କଡବାହାଲ :ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ।

 

୧୦-ମୋହନା:କାର-ବାଇକ ମୁହାଁମୁହିଁ ଧକ୍କା, ବି-ଟେକ୍ ଛାତ୍ର ମୃତ, ଜଣେ ଗୁରୁତର।

 

୧୧-ବେଙ୍ଗାଲୁରୁରେ 2BHK ଭଡ଼ା 70 ହଜାର, ଡିପୋଜିଟ୍ 4 ଲକ୍ଷ !

 

୧୨-ସ୍ମିତ୍ ମଚ୍ଛାରଙ୍କୁ କେବେ ଭୁଲିବ ନାହିଁ ଇସ୍ରାଏଲ୍’, ଭାରତର ହୀରୋଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ ଘୋଷଣା କଲା।

 

୧୩-ନ୍ଯୁଚଣ୍ଡିଗଡ: କ୍ଲିନ୍ ସୁଇପ୍ ଲକ୍ଷରେ ଭାରତ,ସୁଧୁରିବ ଲାଇନ୍ ଚ୍ୟୁତ ବୋଲିଂ।

 

୧୪-ଏସିଆଡ୍ ପୁରୁଷ କ୍ରିକେଟ:ଭାରତ -ପାକିସ୍ଥାନ ଫାଇନାଲ ମ୍ୟାଚ୍ ଆଜି।

 

୧୫-ଦୃଶ୍ୟମ ୩’ର ଧମାକାଦାର ଓପନିଂ, ପ୍ରଥମ ଦିନରେ ୬୬ କୋଟିରୁ ଅଧିକ କଲେକ୍ସନ।

 

୧୬-ଚାର୍ଜ ଲାଗିବା ନେଇ ଘୋଷଣା ପରେ କମୁଛନ୍ତି ୟୁପିଆଇ ବ୍ୟବହାରକାରୀ, ୧.୮ ପ୍ରତିଶତ କମିଲେଣି ଗ୍ରାହକ।

 

୧୭-ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ, ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ।

 

୧୮-ଅଭିନେତ୍ରୀ ରାନ୍ୟା ରାଓଙ୍କ ଉପରେ ୧୦୨.୫ କୋଟିର ଜରିମାନା, ୧୨୭ କିଲୋ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ୍ସର ଆକ୍ସନ।

 

୧୯-ଆର୍ଥିକ ହେରଫେର ନେଇ ଅଭିଯୋଗ ପାଇଁ ବଲିଉଡ୍ ଅଭିନେତା ଡିନୋ ମୋରିଆ ଗିରଫ।

 

୨୦-ଧନୀ ତାଲିକାରେ ଶାହରୁଖ-ସଲମାନ-ଅମିରଙ୍କୁ ପଛରେ ପକାଇଲେ ଭୂଷଣ କୁମାର।

 

୨୧-ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ, ପଦକ ସଂଖ୍ୟା ୭୫କୁ ବୃଦ୍ଧି।

 

୨୨-ମଧ୍ୟପ୍ରାଚ୍ୟରେ ଆମେରିକାର ବଡ଼ ପ୍ରସ୍ତୁତି, ୧୦ ହଜାର ସୈନ୍ୟ ପଠାଇଲେ ଟ୍ରମ୍ପ।