September 18, 2026

ସୋରଡା ବିଧାୟକ ନିଳମଣୀ ବିଶୋୟୀ ଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ

IMG-20260917-WA0067
Share

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ ( ଉପାନ୍ତ ଖବର ) ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମ ପଞ୍ଚାୟତ ଅଧୀନ ପ୍ରତକ୍ଷ ଦେବୀ ମା ବୁଢାକେନ୍ଦୁ ପିଠ ର ମରାମତି ଏବଂ ଉନ୍ନତି ପାଇଁ ବିଧାୟକ ଶ୍ରୀ ନିଳମଣୀ ବିଶୋୟୀ ନିଜ ହାତ ପାଣ୍ଠିରୁ ଅର୍ଥ ଅନୁଦାନ ପ୍ରଦାନ କରିବା ସହ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୁଷ୍ଣ ପ୍ରଧାନ, ବେଲଗୁଣ୍ଠା ବ୍ଳକ B.D.O ଶ୍ରୀ ସିଙ୍ଗିପୁରମ ହରି , ମନ୍ଦିର ପରିଚାଳନା କମିଟି ଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲା । ବିଧାୟକ ଏହି ଅନୁଦାନ ପ୍ରଦାନ କରିଥିବାରୁ ମନ୍ଦିର କମିଟି ଏବଂ ଭକ୍ତମାନେ ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ ଙ୍କ ସାଧୁବାଦ ଜଣାଇଛନ୍ତି ।

You may have missed