August 26, 2026

ପୂର୍ବତନ ମୁଖ୍ୟ ସଚେତକ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଙ୍କ ପରଲୋକ।

IMG-20260826-WA0054
Share

ପୂର୍ବତନ ମୁଖ୍ୟ ସଚେତକ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଙ୍କ ପରଲୋକ। ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ସେ ତିନି ଥର ବିଧାୟକ ଥିଲେ।

You may have missed