September 22, 2026

ଓଷ୍ଟା ବେଗୁନିଆ ତରଫରୁ ସରକାରଙ୍କୁ ଦାବିପତ୍ର

IMG-20260805-WA0086
Share

 

 

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର) ୫/୮/୨୦୨୬ ଓଷ୍ଟାଦ୍ଵାରା କମିଟିର ସଭ୍ୟ ସଭ୍ୟା ଓ ଉପଦେଷ୍ଟା ମାନଙ୍କ ଦ୍ୱାରା ବିଭିନ୍ନ ଦାବି ନେଇ ABDO ମାଡାମ କଳ୍ପନା ସାସମଳଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଆଇନ୍‌ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଭିନ୍ନ କାଗଜାଜତ ଦାଖଲ କରାଯାଇଅଛି ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ଯରେ ସଂପାଦକ ବଂଶିଧର ପାଣିଗ୍ରାହି, ଯୁଗ୍ମ ସଂପାଦକ ଶ୍ରୀନିବାସ ରଣସିଂ, ବିଷ୍ଣୁପ୍ରିୟା ବେହେରା, ସଭାପତି ଦିବାକର ସାହୁ, ଉପସଭାପତି କବିତା ଦତ ଓ ଅକ୍ଷୟ ମହାରଣା ଉପଦେଷ୍ଟା ସନ୍ତେସ କୁମାର ପଟ୍ଟନାୟକ, ଗଣେଶ୍ଵର ମିଶ୍ର, ବ୍ରହ୍ମାନନ୍ଦ ମିଶ୍ର, ନିଭା ଦେବି,ଜିଲ୍ଲା ସହ ସଂପାଦକ ଗତିକାନ୍ତ କହଳସିଂ ଓ ସୂର୍ଣ୍ଣପ୍ରଭା ଦେବୀ ମୁଖ୍ୟ ଦାବି ଥିଲା ୧୯୪ ଟି ଉଚ୍ଚ ବିଦ୍ୟାଳୟ ଦୀର୍ଘଦିନ ହେଲା ଟଙ୍କାଟିଏ ପାଇନାହାନ୍ତି ଓ ଅବସର ପରେ ଶିକ୍ଷକ ଓ ଶିକ୍ଷାକର୍ମଚାରି ପେନ୍‌ସନ୍ନ ନପାଇ ଖାଳି ହାତରେ ଫେରୁଛି

You may have missed