August 4, 2026

ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ

IMG-20260804-WA0036
Share

 

 

ପାରଳାଖେମୁଣ୍ଡି:୪/୮(ଗରୁଡ଼ ଧ୍ଵଜ ଚୌଧୁରୀ)

ପାରଳାଖେମୁଣ୍ଡି ବଜାର ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆ ଶାଖା ତରଫରୁ ଗ୍ରାହକ ଭାରତୀ ପାସ୍ପୁରେଡ୍ଡୀଂକ ବିୟୋଗ ପରେ ତାଂକର ପରିବାରବର୍ଗଂକୁ ସେ କରିଥିବା ଏସବିଆଇ ଜୀବନବୀମା ପଲିସି ଜମାରାଶିର ୧୫ ଲକ୍ଷ ଟଂକା ପ୍ରଦାନ କରାଯାଇଛି।ଏହି ଅବସରରେ ଶାଖା ପରିଚାଳକ ରାମକୃଷ୍ଣ ସେଠୀ,ଫିଲ୍ଡ ଅଫିସର ଚେନ୍ନା ଯୁଗନ୍ଧର,କ୍ୟାସ ଅଫିସର ବିଜୟଶାନ୍ତି ଗାଡେଲା,ବିଡିଏମ୍ ସୌମ୍ୟ ପଲାଇ,ଶ୍ୱେତପଦ୍ମା ରଥ ଏବଂ ଅମୀଷା ବିଶ୍ବାଳ ଉପସ୍ଥିତ ଥିଲେ।