October 5, 2026

ସେପ୍ଟେମ୍ବର ୨୧ରୁ ୨୫ ପର୍ଯ୍ୟନ୍ତ ସୋରରେ ମୋଦି ଶାହା ବାବାଙ୍କ ୫୪ତମ ପବିତ୍ର ଉର୍ସ ଉତ୍ସବ ଅନୁଷ୍ଠିତ

IMG-20260731-WA0053
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲା ସୋରରେ ଆସନ୍ତା ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମୋଦି ଶାହା ବାବାଙ୍କ ୫୪ତମ ପବିତ୍ର ଉର୍ସ ମୁବାରକ ଅନୁଷ୍ଠିତ ହେବ। ଏନେଇ ମୋଦି ଶାହା ବାବା କମିଟି, ସୋର ପକ୍ଷରୁ ସୋର ଷ୍ଟେସନ ଛକ ସ୍ଥିତ ରୟାଲ ହୋଟେଲ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କମିଟି ପକ୍ଷରୁ କୁହାଯାଇଛି ଯେ, ଉର୍ସ ଅବସରରେ ଧାର୍ମିକ କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ସଭା ଶେଷରେ କମିଟିର ସମ୍ପାଦକ ମୀର ନିୟାମତ ଉଲ୍ଲା ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

You may have missed