August 1, 2026

PM-କିଷାନ ଯୋଜନାର ଅବଧିକୁ ଆଉ ୫ ବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର

IMG-20260731-WA0054
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

୨୦୨୬-୨୭ ରୁ ୨୦୩୦-୩୧ ମସିହା ପର୍ଯ୍ୟନ୍ତ ଜାରି ରହିବ ପିଏମ୍-କିଷାନ ସମ୍ମାନ ନିଧି ଯୋଜନା । ଆଗାମୀ ୫ ବର୍ଷ ପାଇଁ ମୋଟ ୩.୧୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍‌ର ମଞ୍ଜୁରୀ

ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି

ସିଧାସଳଖ DBT ଜରିଆରେ କୃଷକଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ପଠାଯିବା ଦ୍ୱାରା ଉପକୃତ ହେଉଛନ୍ତି କୋଟି କୋଟି ଚାଷୀ

You may have missed