କଟକ ଜିଲ୍ଲାର ସମସ୍ତ ନଦୀ ବନ୍ଧ ଉପରେ ଭିଡିଓ ମନା ସେତୁ ଓ ବ୍ୟାରେଜକୁ ନୋ ପାର୍କିଂ ଜୋନ୍ ଘୋଷଣା
କଟକ ( ଦେବାଶିଷ ଦାଶ )
ଜନସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ସେତୁ ଓ ବ୍ୟାରେଜକୁ ‘ନୋ ପାର୍କିଂ ଜୋନ୍’ ଭାବେ ଘୋଷଣା କରାଯାଇଛି
ବନ୍ୟା ପରିସ୍ଥିତି ସମୟରେ ସେତୁ ଓ ବ୍ୟାରେଜ ଉପରେ ଅନାବଶ୍ୟକ ଭିଡ଼ ନ କରିବା,ସେଠାରେ ଯାନବାହନ ପାର୍କିଂ ନ କରିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟ ସମୟରେ ଜାରି କରାଯାଉଥିବା ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ .
