କଳିଙ୍ଗ ସମାଜ ସେବା ସଂଗଠନ, ମାହାଙ୍ଗା ପକ୍ଷରୁ ପ୍ରତିଦିନ ମାଗଣା ପ୍ରସାଦ ବଣ୍ଟନ
ପବିତ୍ର ରଥଯାତ୍ରା ଅବସରରେ ବଡଦାଣ୍ଡ ସଂଗ୍ରାମ କ୍ଳବ ନିକଟରେ କଳିଙ୍ଗ ସମାଜ ସେବା ସଂଗଠନ, ମାହାଙ୍ଗା ପକ୍ଷରୁ ପ୍ରତିଦିନ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ, ଡାଲମା, ବେସର ଏବଂ ଖଟା ବଣ୍ଟନ କରାଯାଉଛି l ସଂଗଠନ ର ସଭାପତି ଉତ୍କଳ ରଞ୍ଜନ ସେଠୀ ଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ସାମନ୍ତରାୟ, ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ଏବଂ କୋଷାଧକ୍ଷ ହିମାଂଶୁ ରଞ୍ଜନ ଶତପଥୀଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
