ବନ୍ଧୁମିଳନ ଉତ୍ସବ…

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ବେଗୁନିଆ ଉଁଉରି ସାହିର ରଥ ପରିବାର ଆଜି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି ଏହି ବନ୍ଧୁମିଳନରେ ଖଣ୍ଡପଡ଼ା ରାଜା ସାହେବ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦିରାଜ,ଜନକଲ୍ୟାଣ ର ଉପସଭାପତି ଅସିତ ବକ୍ସ, ମୁଖ୍ୟ ଉପଦେଷ୍ଟା ସରକାରୀ ଓକିଲ ସରୋଜ କୁମାର ସ୍ଵାଇଁ, ଉପଦେଷ୍ଟା ସରକାରି ଓକିଳ ମନୋଜ କୁମାର କରଣ, ସମାଜ ସେବିପ୍ରେମାନନ୍ଦ ସାମନ୍ତରାୟ, ପୂର୍ଣ୍ଣି ଚନ୍ଦ୍ର ବେହେରା ଜନକଲ୍ୟାଣର ସଂପାଦକ ଚିତରଞ୍ଜନ ପଟ୍ଟନାୟକ ସହ ସଂପାଦକ ପ୍ରିୟଙ୍କା ପ୍ରିୟଦର୍ଶିନି ନନ୍ଦ, ସମାଜସେବି ଦିଳିପି ରଥ, ସ୍ମୃତିରଞ୍ଜନ ଦାସ, ଦିପୁମିଶ୍ର, ରୋଜାଳିନିମିଶ୍ର,ପୁଷ୍ପାଞଳି ରଥ, ବିନୟ ରଥ, ଅଜୟ ରଥ, ମମତା ରଥ, ଦୁର୍ଗାମାଧବ ଦାସ, ବିଭୂତି ମହାପାତ୍ର ପ୍ରଥମେ ଦଧିବାମନ ଦେବମନ୍ଦିର ଓ ଶ୍ରୀଚୈତନ୍ୟ ଦେବ ମନ୍ଦିର ପରିଦର୍ଶନ କରିସାରିବା ପରେ ରଥ ପରିବାରର ସମସ୍ତଙ୍କ ସାଙ୍ଗରେ ମିଶି ମଧ୍ଯାହ୍ନ ଭୋଜନ ଅତି ଆନନ୍ଦର ସହ ଗ୍ରହଣ କରି ଗୁରୁଜନ ମାନେ ସମସ୍ତିଙ୍କୁଆର୍ଶିବାଦ ଦେଇଥିଲେ
