July 13, 2026

ଉମରକୋଟ ଥାନା ର ନୂଆ ଆଇ.ଆଇ.ସି ଯୁଗଳ ଶବର……

IMG-20260712-WA0046
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଯୁଗଳ ଶବର ଉମରକୋଟ ଥାନା ର ନୂଆ ଆଇଆଇସି ଭାବେ ଯୋଗ ଦେଇଛନ୍ତି।।ସେ ଏଥି ପୂର୍ବରୁ ମଇଦଲପୁର ଥାନା ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ତେବେ ଆଜି କାର୍ଯ୍ୟରେ ଯୋଗ ଦେବା ପରେ ଥାନା କର୍ମଚାରୀ ଓ ବିଭିନ୍ନ ଗୋଷ୍ଠୀ ର ଲୋକେ ଥାନା କୁ ଆସି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଉମରକୋଟ ଥାନାରେ ଚୋରି କୁ ରୋକିବା,ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାର ଆଣିବା ସହ ସହର ରେ ପୋଲିସ ପେଟ୍ରୋଳିଂ କୁ ବୃଦ୍ଧି କରାଯିବ ବୋଲି କହିଛନ୍ତି।