August 26, 2026

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଗତ ମହାସଭା

IMG-20260705-WA0016
Share

    ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଗତ ମହାସଭା (ବାର୍ଷିକ ସମ୍ମିଳନୀ )2026ର ସ୍ଥଗିତ ଥିବା କେତେ ଗୋଟି କେସ ର ବିଚାର ଆଦ୍ୟ ତା -04.07.2026ରିଖ ଦିବା ଘ.11.00ମି. ସମୟ ରେ ଦକ୍ଷିଣ ପୁର (ବ୍ରହ୍ମପୁର )ସ୍ଥିତ ଶ୍ରୀ ଶ୍ରୀ ମାଂ ତ୍ରିଶକ୍ତି ମନ୍ଦିର ପ୍ରାଙ୍ଗଣରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦସଭାପତି ଶ୍ରୀ ଦଣ୍ଡାସୀ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ କେନ୍ଦ୍ରିୟ ପରିଷଦ ଉପସଭାପତି ଶ୍ରୀ ଅଭିମନ୍ୟୁ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବିନୋଦ ସାହୁ, ସହକୋଷଦକ୍ଷ ଶ୍ରୀ କ୍ରିଷ୍ଣା ସାହୁ ଓ ମହୁରୀ ମଣ୍ଡଳ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ସୁଶାନ୍ତ ସାହୁ ଓ କର୍ମକର୍ତା ଗଣ ଯୋଗ ଦେଇ ଥିଲେ ଓ ବଡ଼ ଖେମୁଣ୍ଡି ଆଞ୍ଚଳିକ ପରିଷଦ ସଭାପତି ଶ୍ରୀ ବିପ୍ର ଚରଣ ସାହୁ ସବୁ ଗ୍ରାମ୍ୟ ପରିଷଦ ସଭାପତି ଓ କର୍ମ କର୍ତା ମାନେ ଯୋଗ ଦେଇଥିଲେ କେତେ ଗୁଡ଼ାଏ କେସ ର ବିଚାର ମଧ୍ୟ କରାଯାଇଥିଲା. 🙏🙏🙏(ଜୟ ସମାଜ ).

You may have missed