ଗୁମ୍ମା ବ୍ଲକ ସମ୍ମୁଖରେ ଜିଲ୍ଲା ଅମଲା ମାନଙ୍କ ସମୁହ ଛୁଟି ଶାନ୍ତି ପୁରଣ ଧାରଣା ଦ୍ୱିତୀୟ ଦିନରେ
ଗୁମ୍ମା ବ୍ଲକ ସମ୍ମୁଖରେ ଜିଲ୍ଲା ଅମଲା ମାନଙ୍କ ସମୁହ ଛୁଟି ଶାନ୍ତି ପୁରଣ ଧାରଣା ଦ୍ୱିତୀୟ ଦିନରେ
ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦ୍ୱିତୀୟ ଦିନରେ ଅମଲା ମାନଙ୍କ ସମୁହ ଛୁଟି ଓ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି l ସେମାନଙ୍କ ଦାବି ଗୁଡ଼ିକ ହେଲା ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକଙ୍କ ବେତନ ଶ୍ରେଣୀ ୪ ଠାରୁ ଶ୍ରେଣୀ ୯ କୁ ବୃଦ୍ଧି ଓ ଗ୍ରେଡ ପେ ୧୯୦୦ ରୁ ୪୨୦୦ କୁ ପ୍ରଭୁତି ଦାବିକୁ ନେଇ ନେଇ ଗୁମ୍ମା ବ୍ଲକ , ତହସିଲ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ,ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଉପ କିରାଣୀ ରବି ନାରାୟଣ ମହାନ୍ତି, ବାବୁଲି ସେଠୀ,ମୁରଲୀଧରବେହେରା,ଡୁମାନ ଶବର, ଗଣେଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।