April 25, 2026

ବେଗୁନିଆ ବ୍ଳକରେ ସ୍ଵଜନଗଣନା ଆରମ୍ଭ

IMG-20260416-WA0022
Share

 

 

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ରାଧାକାନ୍ତପୁର ପଞ୍ଚାୟତ ଚଣ୍ଡି ପ୍ରସାଦ, ହରିପ୍ରସାଦ,ସୁଆଁଳ,ଧାନଘରନୂଆଗାଁରେ ଜନଗଣନାକାରୀ ଟିମ ପହଞ୍ଚିଛନ୍ତି ୧୬-୪ଠାରୁ ଆରମ୍ଭ ହୋଇ ଗୁରୁ,ଶୁକ୍ର, ଶନି ଘର ଚିହ୍ନଟ ହେବା ସହିତ ରବିବାର ଠାରୁ କାର୍ଯ୍ୟ ଆରମ୍ଭ କରି ଆସନ୍ତା ମଇ ମାସ ୧୫ ତାରିଖ ଦିନ ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଜନଗଣନାକାରୀ ମାନେ ହେଲେ ପ୍ରଦୀପ କୁମାର ମହାପାତ୍ର, ସରୋଜ କୁମାର ସାହୁ, ଟୁକୁନା ସାମନ୍ତରାୟ, ପ୍ରେମଶିଳା ସାହୁ ଓ ସୁପରଫାଇଜରମାନସ କୁମାର ସେଠୀ ଉପସ୍ଥିତ ରହି କାର୍ଯ୍ୟ ଆରମ୍ଭ କରିଥିଲେ