April 24, 2026

ଖଜୁରିଆ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20260406-WA0050
Share

 

ଆଜି ଭାରତୀୟ ଜନତା ପାର୍ଟିର ୪୭ତମ ବାର୍ଷିକ ଉତ୍ସବ ସାରା ଭାରତ ବର୍ଷରେ ପାଳନ କରାଯାଉଥିବା ବେଳେ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଖଜୁରିଆ ମଣ୍ଡଳ ସଭାପତି ନବଘନ ସାହୁଙ୍କ ସଭାପତିତ୍ୱ ରେ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ବାରିକ ବିରାଟ ସାହୁ ଭାସ୍କର ସାର ଏବଂ ପ୍ରଦେଶ ବିସ୍ତାରକ ଆଲୋକ କୁମାର ମହାନ୍ତି ପ୍ରମୁଖ ଭାରତୀୟ ଜନତା ପାର୍ଟିର ଇତିହାସ ଏବଂ ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ତୃଣମୂଳ ସ୍ତରରେ ଦଳର ସଂଗଠନ କୁ ସୁଦୃଢ କରିବାପାଇଁ ଗାଁକୁ ଚାଲ ଅଭିଯାନ ରେ ଲୋକଙ୍କ ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବାପାଇଁ ଦୃଢ ସଂକଳ୍ପ ନିଆଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed