May 13, 2026

ଲକ୍ଷ୍ମୀପୁର ବ୍ଲକ୍ ବିରିଗୁଡା ଗ୍ରାମବାସୀ ଓ ଲକ୍ଷ୍ମୀପୁର ବିଧାୟକ ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ

IMG-20260128-WA0002
Share

     ୨୭/୦୧/୨୦୨୬ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡ଼ା କମ୍ପାନୀ ଦ୍ୱାରା ପ୍ରଭାବିତ ହେଉଥିବା ବିରିଗୁଡ଼ା କଲୋନୀ ବାସୀଙ୍କୁ ଦୀର୍ଘଦିନ ହେବ ସ୍ଥାୟୀ ଘରଡ଼ିହ ଜମି ପଟା ମିଳୁନଥିବାରୁ ଏହାର ପ୍ରତିବାଦରେ ବିରିଗୁଡ଼ା ଗ୍ରାମବାସୀ ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଓ ଲକ୍ଷ୍ମୀପୁର ବିଧାୟକ ଉପସ୍ଥିତ ରହି ପ୍ରଭାବିତ ଗ୍ରାମବାସୀଙ୍କ ଦୀର୍ଘ 50 ବର୍ଷର ଦାବିକୁ ସମର୍ଥନ ଜଣାଇ ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଶୀଘ୍ର IDCO କର୍ମକର୍ତା, କୋରାପୁଟ ଜିଲ୍ଲାପାଳ ଏବଂ RDC ଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବା ନିମନ୍ତେ ଆଲୋଚନା କରିଥିଲେ(ଗୁପ୍ତେଶ୍ୱର ରଥ କୋରାପୁଟ)