April 28, 2026

ବେଆଇନ ବାଲି ଚୋରା ଚାଲାଣ ବେଳେ ଗ୍ରାମ ବାସୀଙ୍କ ଦ୍ୱାରା ଅଟକ ଦୁଇ ଟ୍ରାକଟର

02bb2017-a9b7-4773-ba3b-2e3d68a8edf1
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତୋହସିଲ ଅଧିନ ରେ ଥିବା କୋଟ୍ରା ଗୁଡା ନଦୀ ଘାଟ ରୁ କୁନ୍ଦ୍ରା ବ୍ଲକ ର ରାଣୀ ଗୁଡା ଗାଁ କୁ ଦୁଇଟି ଟ୍ରାକ୍ଟର ଯୋଗେ ବାଲି ବିନା ରୋଏଲ ଟି ରେ ନେଉ ଥିବା ସମୟ ରେ ଗ୍ରାମ ବାସୀ ଅଟକ ରଖି ଥିବା ଜଣା ଯାଇଛି. ସୂଚନା ଅନୁଯାଇ କୋଟ୍ରା ଗୁଡା ଗ୍ରାମ ଠାରୁ ଡାଙ୍ଗରା ପାଲି ପର୍ଯନ୍ତ ରାସ୍ତା ଗ୍ରାମ ବାସୀ ମାନେ ସମାଜ ସେବୀ ଶ୍ରୀ ଚନ୍ଦ୍ର ସଗରିଆ. ବନ୍ଧୁ ଦୁରୁଆ ଙ୍କ ସହଯଗ ରେ ନିଜ ର ଶ୍ରମ ଦାନ କରି ତି ଆ ରି କରିଥିଲେ. ବର୍ତ୍ତମାନ ବେ ଆ ଇ ନ ବାଲି ଚୋରା ଚାଲାଣ ଦ୍ୱାରା ସରକାର ଙ୍କ ରାଜସ୍ୱ ହାନୀ ସମେତ ରାସ୍ତା ଖରାପ ହେବାକୁ ଯାଉଅଛି ବୋଲି ଗ୍ରାମ ବାସୀ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ଜ଼ିଲ୍ଲା ପ୍ରଶା ସନ ତୁରନ୍ତ ହସ୍ତ କ୍ଷେପ କରି ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଥିବା ଜଣା ଯାଇଛି. ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed