April 26, 2026
ajiro khabar
Share

 

 

୧-ଓଡ଼ିଆରେ ନାମଫଳକ ଲେଖି ନ ଥିବା ୧୦୦ ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ରୁଜୁ ହୋଇଛି ମାମଲା: ଶ୍ରମ ମନ୍ତ୍ରୀ

 

୨-ଭୁବନେଶ୍ୱର ଶାନ୍ତି କମିଟି ବୈଠକ:ନିଶା,ଡିଜେ,ବାଣ ମୁକ୍ତ ପୂଜାକୁ ଗୁରୁତ୍ବ।

 

୩-ମୟୁରଭଞ୍ଜର ରାଇରଙ୍ଗପୁରେ ପ୍ରତିଷ୍ଠା ହେବ ନୂତନ ଆୟୁର୍ବେଦିକ କଲେଜ, ଖର୍ଚ୍ଚ ହେବ ୮୫ କୋଟି।

 

୪-ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ, ବ୍ୟାରିକେଡ ଭାଙ୍ଗିଲେ କର୍ମୀ।

 

୫-ବୌଦ୍ଧ ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୫ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ବାଣ ଜବତ।

 

୬-ଜାତୀୟ ପୁରସ୍କାର ପାଇଲା ‘ପୁଷ୍କରା’ ଓ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’, ‘ମୋ ବୋଉ, ମୋ ଗାଁ’।ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ହେଲେ ସମ୍ମାନିତ।

 

୭-ମହିଳା କନେଷ୍ଟବଳ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ : ହତ୍ୟା ପଛରେ ଥିଲା ୨୦ ଲକ୍ଷ ଟଙ୍କାର ଚାପ।

 

୮-ଭୁବନେଶ୍ୱର:ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ, ଆଉ ୨ ନେତା ବି ବିଦା ହେଲେ।

 

୯-ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍।

 

୧୦-ଭଞ୍ଜନଗର:୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଦ, ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି।

 

୧୧-ପ୍ରବଳ ବର୍ଷାରେ ଉବୁଡୁବୁ କଲକାତା; ଏଯାଏ ୯ ମୃତ, ସତର୍କ ସୂଚନା ଜାରି।

 

୧୨-କଟକ:ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ରେ ବଡ଼ଓଷା ପାଳନ, ୫ରେ ହେବ ଡ଼ଙ୍ଗା ଭସା।

 

୧୩-ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା,ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି।

 

୧୪-୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ।

 

୧୫-ଏସିଆ କପ୍: ପାକିସ୍ତାନ ବିଜୟୀ, ଶ୍ରୀଲଙ୍କାର କ୍ରମାଗତ ୨ୟ ପରାଜୟ।

 

୧୬-ଏସିଆ କପ୍:ଆଜି ଭାରତ -ବାଂଲାଦେଶ ମୁକାବିଲା।

 

୧୭-ଆଧାରକୁ ନେଇ ଆସିଲା ବଡ ଅପଡେଟ୍‍।ନୂତନ ଆଧାର ଆପ୍‍ ଲଞ୍ଚ କରାଯିବ,ଯାହା ବ୍ୟବହାରକାରୀଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ଫିଚର୍ସ ପ୍ରଦାନ କରିବ ।

 

୧୮-ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ପ୍ରାଥମିକ ରିପୋର୍ଟ ସାର୍ବଜନୀନ କରାଯିବା ଦୁର୍ଭାଗ୍ୟଜନକ

 

୧୯-ମହାରାଷ୍ଟ୍ରରେ ବର୍ଷା ତାଣ୍ଡବ,୮ ମୃତ, କେନ୍ଦ୍ରକୁ ଉଦ୍ଧବ ମାଗିଲେ ୧୦ ହଜାର କୋଟି।

 

୨୦-ଫିଲିପାଇନ୍ସରେ ମହାବାତ୍ୟା ‘ରାଗାସା’ର ତାଣ୍ଡବ, ଚୀନରେ ଲକ୍ଷାଧିକ ଲୋକ ହେଲେଣି ସ୍ଥା

ନାନ୍ତରିତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏