September 12, 2026

କୁସୁମୀ ପଞ୍ଚାୟତ ରେ ଏକ ପେଡ ମାଆ କେ ନାମ କାର୍ଯକ୍ରମ

IMG-20250918-WA0005
Share

              କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମୀ ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମ ଦିନ ଅବସର ରେ ମାଆ ପାଇଁ ଗଛ ଟି ଏ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି.

ବିଜରାପାଲି ଏବଂ କୁସୁମୀ ସଦର ମହକୁମା ଠାରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି. ସରପଞ୍ଚ ସନମତି ଗାଦବା. ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ କୁଲଦୀପ ଙ୍କ ସମେତ ଏଡିଓ. ଯୋଗାଣ ସହାୟକ. ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର