March 10, 2026

୭୯ ତମ ସ୍ବାଧିନତା ଦିବସ (୧୫.୮.୨୦୨୫) ଉପଲକ୍ଷେ ମାନସିକ ଅନାଗ୍ରସ ନିୟତି ସ୍କୁଲ୍ ରେ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି, ନିୟତି ସ୍କୁଲ୍ ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ 

IMG-20250815-WA0040
Share

ଡାଇଟ୍ ର ଅଧକ୍ଷ ଡାକ୍ତର ମୁର୍ମୁ ପତ୍ତକା ଉତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ,ଓ ଦେଶର ସହିଦ ଯବାନ ମାନଙ୍କୁ ମନେ ପକାଇଥିଲେ, ଏବଂ ବର୍ତ୍ତମାନ ର ଯବାନ ମାନଙ୍କୁ ସେଲୁଟେ ଜଣାଇଥିଲେ, ସମ୍ପାଦିକା ତନୁଜା ଶତପଥୀ,କଷାଧକ୍ଷ , ଲୋକନାଥ ମିଶ୍ର , କାର୍ଯ୍ୟକାରୀ ସଭାପତି ଶ୍ରୀ ହରୀମୋହନପଟ୍ଟନାୟକ ସଞ୍ଜୟ ମଲ୍ଲିକ , ମଖିଲିଙ୍ଗ ଗଡ଼ିକାକା ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ ,ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଦରକାର ,

ବିନୋଦିନୀ ବିଜ୍ଞାନ ମହା ବିଦ୍ୟାଳୟ ର ଅଧକ୍ଷ ମୋନଜ ପଟ୍ଟନାୟକ ଙ୍କ ପରିଚାଳନା ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଦେଶଆତ୍ମକ ନୃତ୍ୟ ପରିବେଷଣ କରିଥିଲେ,

ଶିକ୍ଷୟତ୍ରି ଜଚ୍ଛନା ଖୋଟୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ , କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସୁନିତ୍ ଗମାଙ୍ଗ, ଶାଶ୍ଵତ ବେବେତ୍ରା, ପଲି ମା,