April 30, 2026

ଜର୍ଜ ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ

IMG-20250814-WA0065
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କଲ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ଙ୍କ ସଭାପତିତ୍ୱ ରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।

ଉକ୍ତ ସଂସ୍କୃତ ଦିବସ ପାଳନୋତ୍ସବ କୁ ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁମିତା ପୁରୋହିତ ଦେବ ଭାଷା ସଂସ୍କୃତ ର ମହନିୟତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ର ଛାତ୍ରମାନେ ମଧ୍ୟ ସଂସ୍କୃତ ଭାଷାରେ ସଂସ୍କୃତ ଭାଷାର ମହାନତା ବିଷୟରେ ବକ୍ତବ୍ୟ ରଖିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ l

ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁବାଳା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed